ଟେଷ୍ଟରୁ ଅବସର ନେବେ ଦ୍ରୁତ ବୋଲର ଜୟପ୍ରିତ ବୁମରାହ, ଦେଲେ ବଡ଼ ସଙ୍କେତ !

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ପ୍ରେମୀ ଏବଂ ଇଣ୍ଡିଆ ଟିମ୍ ପାଇଁ ଏକ ଖରାପ ଖବର। ଦେହ ଅସୁସ୍ଥ ଥିବା କାରଣରୁ ଟେଷ୍ଟରୁ ଅବସର ନେଇ ପାରନ୍ତି ଭାରତୀୟ ବୋଲର ଜୟପ୍ରିତ ବୁମରାହ। ଏକଥା ଆମେ କହୁନାହୁଁ ପୂର୍ବତନ ଭାରତୀୟ…

ପୁଣି ଦୋହଲିଲା ମାଟି, ଭୟରେ ଭୂମିକମ୍ପ ଝଟକାରେ ଘରୁ ବାହାରି ଆସିଲେ ଲୋକେ

ଜମ୍ମୁକଶ୍ମୀର: ପୁଣି ଥରିଲା ମାଟି। ଦୋହଲାଇ ଦେଲା ଭୂମିକମ୍ପ। ଡ଼ରରେ ଘରୁ ବାହାରି ଆସିଲେ ଲୋକେ। ଶନିବାର ଦିନ ସକାଳେ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ। ଶନିବାର ସକାଳେ ଜମ୍ମୁ ଓ କାଶ୍ମୀରର ଡୋଡାରେ ଭୂମିକମ୍ପ…

CMଙ୍କ ବଡ଼ ଘୋଷଣା, ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର

ଭୁବନେଶ୍ୱର:  ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ। ପ୍ରତ୍ୟେକ ସଫେଇ…

ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ, ୨.୫ କୋଟିର IRCTC ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ। ଭାରତୀୟ ରେଳବାଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨.୫ କୋଟି IRCTC ଆକାଉଣ୍ଟ ବନ୍ଦ କରିଛି। ଏହି ସୂଚନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦକୁ ଦେଇଛନ୍ତି।…

ଗଭୀର ପାଣିରେ ବିଶାଳ କୁମ୍ଭୀର ସହ ଲଢ଼େଇ କଲା ୧୦ ବର୍ଷର କୁନି ପୁଅ, ବାପାର ଜୀବନ ବଞ୍ଚାଇଲା

ଉତ୍ତରପ୍ରଦେଶ:  କୁମ୍ଭୀର କେତେ ଭୟଙ୍କର ସେ କଥା କହିବାର ଆବଶ୍ୟକତା ନାହିଁ।  ଅନେକ ସମୟରେ ମଣିଷଙ୍କୁ କୁମ୍ଭୀର ଗୋଟା ଖାଇଯିବାର ନଜିର ରହିଛି।  ଆଉ କୁମ୍ଭୀର ପାଟିରେ ଥରେ ପଡିବା ପରେ ସେଥିରୁ ମୁକୁଳିବା ପ୍ରାୟ…

ଠପ୍ ହେଲା Starlink ସେବା, କ୍ଷମା ମାଗିଲେ ଏଲନ ମସ୍କ

ନୂଆଦିଲ୍ଲୀ:  କ୍ଷମା ମାଗିଲେ ଏଲନ ମସ୍କ। କାରଣ ଗୁରୁବାର ଦିନ ବିଳମ୍ୱିତ ରାତିରେ ଠପ ହୋଇଯାଇଥିଲା ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ସାଟେଲାଇଟ୍ ବ୍ରଡବ୍ୟାଣ୍ଡର ସେବା। ସେବା ବନ୍ଦ ହେବା ଯୋଗୁଁ ପାଖାପାଖି ୧୪୦ଟି…

ବାହାଘରକୁ ପୂରିନି ମାସେ, ବିଧବା ହେବା ପାଇଁ ସ୍ତ୍ରୀର ଯୋଜନା, ସ୍ୱାମୀକୁ କୂଅକୁ ଠେଲିଦେଲା ସ୍ତ୍ରୀ

ଗଞ୍ଜାମ: ଜଘନ୍ୟ କାଣ୍ଡ। ବାହାଘରକୁ ପୁରିନି ମାସେ। ହାତରୁ ଛାଡିନି ମେହେନ୍ଦୀ କି ପାଦରୁ ଲିଭିନି ଅଳତା। ହେଲେ ନବବଧୂ ଜଣକ ନିଜ ମଥାରୁ ସିନ୍ଦୂର ପୋଛିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ। ଘଟଣାଟି ଟିକେ…

ଟେଷ୍ଟରେ ଇତିହାସ ରଚିଲେ ଏହି ଖେଳାଳି, ସଚିନ ତେନ୍ଦୁଲକର ବି ପଡ଼ିଗଲେ ପଛରେ

ନୂଆଦିଲ୍ଲୀ: ଜୋ ରୁଟ୍ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଏକ ବଡ଼ ଇନିଂସ ଖେଳିଛନ୍ତି। ଏହାସହ ଭାରତୀୟ ବୋଲରମାନଙ୍କୁ କଡ଼ା ଟକ୍କର ଦେଇଛନ୍ତି। ରୁଟ୍ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏବଂ ଚଳିତ ଟେଷ୍ଟ…

ମାନିଲେନି ବନ୍ୟା, ଉବୁଟୁବୁ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି

ଓଡ଼ିଶାଭାସ୍କର: ମାନିଲେନି ବଢ଼ି ପାଣି। ଆଣ୍ଠୁଏ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି। ଉଛୁଳା ପାଣି ଭିତରେ ସାତ ଜନ୍ମର ସାଥୀ ହେଲେ ନବ ଦମ୍ପତ୍ତି। ଆଉ ସାଥୀରେ ଥିଲେ ଉଭୟଙ୍କ ପରିବାର ଲୋକ। ହଁ ଆଜ୍ଞା…

ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି…

ସୁନ୍ଦରଗଡ଼:ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବିରୋଗୀଙ୍କୁ ସହାୟତା କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟମିତ୍ର' କାର୍ଯ୍ୟକ୍ରମ ସହ ହାତ…