ପଶୁ ହେଲେ ବି ଜାଣିଛି ସାହାର୍ଯ୍ୟର ଅର୍ଥ କ’ଣ, କାଦୁଅ ଗାତରୁ ଉଦ୍ଧାର ହେବା ପରେ ଧନ୍ୟବାଦ ଜଣାଇଲା ହାତୀ ଛୁଆ
ଛତିଶଗଡ଼: ପଶୁ ହେଲେବି ସେ ଜାଣିଛି ସାହାର୍ଯ୍ୟର ମୂଲ୍ୟ କ'ଣ। ସେଥିପାଇଁ ତ ନିଜେ ବିପଦରୁ ଉଦ୍ଧାର ପାଇବା ପରେ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛି ହାତୀ ଛୁଆ। କଥାଟି ଆପଣଙ୍କୁ ଗପ ଭଳି ଲାଗୁଥିଲେ ବି ଏହା ସତ।…