ଖବର ମୋଦୀଙ୍କୁ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର Subhasmita Das Apr 5, 2025 ନୂଆଦିଲ୍ଲୀ: ମୋଦୀଙ୍କୁ 'ମିତ୍ର ବିଭୂଷଣ'। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ। ମୋଦୀଙ୍କୁ 'ମିତ୍ର ବିଭୂଷଣ'ରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର। ଦୁଇ ଦେଶ…
Breaking News Breaking: କଟକ ବାଲିଯାତ୍ରା ପଡ଼ିଆରୁ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ, ଆଧାରକାର୍ଡରେ ବି ପାଇପାରିବେ ସୁବିଧା Subhasmita Das Apr 5, 2025 କଟକ: କଟକରୁ ହେବ ଆୟୁଷ୍ମାନ ଭାରତ କାର୍ଡର ଶୁଭାରମ୍ଭ। ଏପ୍ରିଲ ୧୧ ତାରିଖରେ କଟକ ବାଲିଯାତ୍ରା ପଡିଆରେ ହେବ ଆୟୁଷ୍ମାନ ଭାରତର ଶୁଭାରମ୍ଭ। ଆଉ ଓଡ଼ିଶାରେ ଏହି ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ର…
ଅପରାଧ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୧୮ ମାସ ହେଲା ଜେଲରେ ସ୍ୱାମୀ, ହଠାତ୍ ଜୀବନ୍ତ ଫେରି ଆସିଲା ସ୍ତ୍ରୀ Subhasmita Das Apr 5, 2025 ବେଙ୍ଗାଲୁରୁ: ଏକ ରୋଚକ ଘଟଣା। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଆଉ ସେହି ଅଭିଯୋଗରେ ସ୍ୱାମୀ ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଆରେଷ୍ଟ ହୋଇ ସ୍ୱାମୀ ଜଣକ ପାଖାପାଖି ୧୮ ମାସ…
Breaking News Breaking: ଆରେଷ୍ଟ ହେବେ କି ଜୟନାରାୟଣ, ନିଜେ FIR ଦେଲେ IIC Subhasmita Das Apr 5, 2025 ସମ୍ୱଲପୁର: ପୁଣି ଧମକାଇଲେ ଜୟନାରାୟଣ। ପୂର୍ବରୁ କମ ବିବାଦରେ ଫସିଥିଲେ ଯେ, ପୁଣିଥରେ ପୋଲିସକୁ ଧମକ ଦେଇ ଚର୍ଚ୍ଚାକୁ ଆସିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆଉ ଏହି ବିବାଦ ଏତେ ବାଟ ବଢିଗଲା ଯେ, ସିଧା IIC ନିଜେ…
ଖବର ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ, ୫ ମୃତ, ଏକାଥରେ ଜଳିବ ଗୋଟିଏ ପରିବାରର ୪ ଜୁଇ Subhasmita Das Apr 5, 2025
Breaking News Breaking: IED ଖଞ୍ଜା ଯାଇଥିଲା କାହା ପାଇଁ ଆଉ ମଲା କିଏ? Subhasmita Das Apr 5, 2025 ଛତିଶଗଡ଼: IED ଖଞ୍ଜା ଯାଇଥିଲା କାହା ପାଇଁ ଆଉ ମଲା କିଏ? ସବୁଦିନ ପରି ସାଙ୍ଗ ହୋଇ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ ଦୁଇ ଜଣ ବ୍ୟକ୍ତି। ହେଲେ IED ବ୍ଲାଷ୍ଟରେ ଚାଲିଗଲା ଜଣଙ୍କ ଜୀବନ। ଏବେବି ଜଣେ ଗୁରୁତର…
ଖବର ତଳମୁହାଁ ସୁନା ଦର, ଖୁବଶୀଘ୍ର ୫୦ ହଜାର ହେବ ସୁନା ! Subhasmita Das Apr 5, 2025 ଭୁବନେଶ୍ୱର: ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। କିଛି ଦିନ ହେବ ଯେଉଁଭଳି ସୁନା ଓ ରୂପାର ଦାମ ହୁ ହୁ ହୋଇ ବଢି ଚାଲିଥିଲା, ମନେ ହେଉଥିଲା ଆଉ ସୁନା କିଣି ହେବନି। କିଣିବା ତ ଦୂରର କଥା…
ଖବର ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା, ସାଢ଼େ ୩ ଟାରୁ ଗଡ଼ିବ ରୁକୁଣା ରଥ Subhasmita Das Apr 5, 2025 ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରର ଏକ ଅନ୍ୟତମ ମହୋତ୍ସବ। ଯାହାକି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବା ଅଣଲେଉଟା ରଥଯାତ୍ରା। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ…
Breaking News Breaking: ଚୋରି ପାଇଁ ଆସିଲେ, ହେଲେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ Subhasmita Das Apr 5, 2025 ଯାଜପୁର: ଦିନକୁ ଦିନ ବଢ଼ି ବଢି଼ ଚାଲିଛି ଲୁଟ୍ ଓ ଲୁଟ୍ ବେଳେ ହତ୍ୟା। ଠିକ୍ ସେହିପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଲୁଟ୍ ପାଇଁ ଘରେ ପଶିଥିଲେ। ଆଉ ଘରର ବୃଦ୍ଧା ଉଠି ପଡିବାରୁ ତାଙ୍କୁ ଠେଙ୍ଗାରେ ପିଟିପିଟି…
Breaking News Breaking: ଆରମ୍ଭ ହେଲା ବାଘ ଗଣନା, ୨୦୨୬ରେ ଆସିବ ରିପୋର୍ଟ Subhasmita Das Apr 5, 2025 ବାରିପଦା: ଆଜିଠୁ ବାଘ ଗଣନା ଆରମ୍ଭ। ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ…