ଆରାମ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଛୁଟି ଦେଲା ଏହି ବୃହତ୍ କମ୍ପାନୀ, ଜାଣନ୍ତୁ କେତେଦିନ
ନୂଆଦିଲ୍ଲୀ, ୩ା୪: ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କୁ ଛୁଟି ଯେ କେତେ ସହଜରେ ମିଳେ, ତାହା ଜଣେ ଭୁକ୍ତଭୋଗୀ ହିଁ ଜାଣିଥିବ । ଅନେକ କମ୍ପାନୀରେ ଛୁଟି ମାଗିଲେ ଚାକିରି ହରେଇବାର ଭୟ ରହିଥାଏ ।…