ଖବର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ଜୀବନ୍ତ ଦଗ୍ଧ Subhasmita Das Jun 30, 2025 ତେଲେଙ୍ଗାନା: କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଜିଅନ୍ତା ଜଲିଗଲେ ୧୦ ଜଣ ଶ୍ରମିକ। ରଙ୍ଗାରେଡ୍ଡୀରେ ଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ନିଆଁ ଲିଭାଇବା ପାଇଁ ୧୧ଟି ଦମକଳ ଗାଡ଼ି ନିୟୋଜିତ। ସୋମବାର…
ଅପରାଧ ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ Subhasmita Das Jun 30, 2025 ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ। ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ…
ଅପରାଧ ପ୍ରଥମେ ହତ୍ୟା କଲେ, ପରେ ପଥରରେ ହାତ ଗୋଡ଼ ବାନ୍ଧି ଡ୍ୟାମକୁ ଫିଙ୍ଗିଦେଲେ Subhasmita Das Jun 25, 2025 ଗଜପତି: ଡ୍ୟାମରୁ ମିଳିଲା ଯୁବକଙ୍କ ମୃତଦେହ। ହାତ ଗୋଡ଼ ବନ୍ଧା ହୋଇଛି ଏବଂ ପଥର ଝୁଲୁଛି। ଆଉ ପାଣି ଭିତରେ ପଡିଛି ଯୁବକଙ୍କ ଶବ। ପ୍ରଥମେ ଯୁବକଙ୍କୁ ହତ୍ୟା କରିବା ପରେ ପଥରରେ ହାତ ଗୋଡ଼ ବାନ୍ଧି ଡ୍ୟାମ ଭିତରକୁ ଫୋପାଡି…
ଖବର ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକା ସାହାସରେ ଇସ୍ରାଏଲ ବଳିୟାନ Subhasmita Das Jun 23, 2025 ଇରାନ: ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଆକ୍ରମଣ କରିଥିବା ବେଳେ, ଯୁଦ୍ଧରୁ ବିରତ ରହିବା ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ। ଯାହାର ଶିକାର…
ଅପରାଧ ରାଜଧାନୀରେ ଚାଞ୍ଚଲ୍ୟ, ବୁଲେଇବାକୁ ନେଇ ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ଚାଲିଗଲା ସ୍ୱାମୀ Subhasmita Das Jun 22, 2025 ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଯାଇ ପୋଲିସ ପାଖରେ ସରେଣ୍ଡର କରିଛି ଅଭିଯୁକ୍ତ ସ୍ୱାମୀ। ହେଲେ ସବୁଠାରୁ ବଡ଼ କଥା ହେଉଛି କି ହୋଟେଲରେ ହତ୍ୟା ହୋଇଛି…
ଅପରାଧ ବିବାହ ପାଇଁ ବେଙ୍ଗାଲୁରରୁ ଗୋଆରେ ପହଞ୍ଚିଲେ ପ୍ରେମୀଯୁଗଳ, ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ Subhasmita Das Jun 18, 2025 ବେଙ୍ଗାଲୁରୁ: ଚାଲ ଆମେ ବାହା ହୋଇଯିବା। ପ୍ରମିକର ପ୍ରତିଶୃତିକୁ ସତ ବୋଲି ଭାବି ପ୍ରେମିକା ନିଜ ଘର ଦ୍ୱାର ଛାଡ଼ି ବୟଫ୍ରେଣ୍ଡ ସାଙ୍ଗରେ ବେଙ୍ଗାଲୁରରୁ ଗୋଆ ଚାଲିଆସିଲା। ଆଖିରେ ଆଖିଏ ସ୍ୱପ୍ନ। ହେଲେ ସେ କ'ଣ ଜାଣିଥିଲା…
ଖବର କେଦାରନାଥ ଯାତ୍ରା ବେଳେ ଅଘଟଣ, ଘାଇରେ ପଡ଼ି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର Subhasmita Das Jun 18, 2025 ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରା ପାଲଟିଲା ଶେଷ ଯାତ୍ରା। ମହାଦେବଙ୍କ ଦର୍ଶନ ପାଇଁ ଯିବାବେଳେ ଘଟିଲା ବଡ଼ ଅଘଟଣ। ଘାଇକୁ ଖସି ପଡ଼ିଲେ ତାର୍ଥଯାତ୍ରୀ। ତେଣୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି।…
ଅପରାଧ ନାସିକରେ ବି ସୋନମ, ସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ, ପୋଲିସ ବି ପାଇଲାନି ଟେର୍ Subhasmita Das Jun 16, 2025 ମହାରାଷ୍ଟ୍ର: ଯେବେଠାରୁ ମେରଠରେ ସ୍ୱାମୀକୁ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବା ଏବଂ ସିଲଂରେ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି... ସେବେଠାରୁ ସାରା ଦେଶରେ ପ୍ରଶ୍ନ ଉଠୁଛି କି ଦେଶରେ ଏମିତି କେତେ…
ଅପରାଧ ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବଳି ଦେଇଛି ସୋନମ, ସାମ୍ନାକୁ ଆସିଲା ସାଂଘାତିକ ସତ Subhasmita Das Jun 15, 2025 ଶିଲଂ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। କି ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବରଂ ବଳି ଦେଇଛି। ସେ ତାଙ୍କ ୬୦ ବର୍ଷୀୟ ବାପାଙ୍କୁ ବଞ୍ଚାଇବା ପାଇଁ ଜଣେ ୩୦ ବର୍ଷୀୟ…
ଖବର ପୋଲିସ-ନକ୍ସଲ ମଧ୍ୟରେ ଏନକାଉଣ୍ଟର, ୩ ମହିଳାଙ୍କ ସମେତ ୪ ମାଓବାଦୀ ମୃତ Subhasmita Das Jun 14, 2025 ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବାଲାଘାଟରେ ଏନକାଉଣ୍ଟର। ଛତିଶଗଡ଼ରେ ନକ୍ସଲ ବିରୋଧରେ ବଡ଼ ଅପରେସନ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ବାଲାଘାଟରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏକ ବଡ଼…