(Video) କାନାଡିଆନ କ୍ଲାସରେ ଗୁଞ୍ଜରିତ ହେଲା ପଞ୍ଜାବୀ ଧୁନ୍, ଛାତ୍ରଙ୍କ ସହ ପ୍ରଫେସର ନାଚିଲେ ଭାଙ୍ଗଡା ନାଚ
ନୂଆଦିଲ୍ଲୀ: ଶିକ୍ଷା କେବଳ ପୁସ୍ତକ ପର୍ଯ୍ୟନ୍ତ ସୀମିତ ନୁହେଁ...ଏହା ଜଣେ କାନାଡିଆନ୍ ପ୍ରଫେସର ଏବଂ ତାଙ୍କ ଭାରତୀୟ ଛାତ୍ର ପ୍ରମାଣିତ କରିଛନ୍ତି । ଜଣେ କାନାଡିଆନ୍ ମାର୍କେଟିଂ ପ୍ରଫେସର ତାଙ୍କ ଭାରତୀୟ ଛାତ୍ରଙ୍କ ସହ…