ହନୁମାନଙ୍କ ଲଙ୍କାକାଣ୍ଡ ବେଳେ ଅଘଟଣ, ଭାଙ୍ଗିଲା ନଡ଼ିଆ ଗଛ… ମହିଳା ମୃତ, ୪ ଗୁରୁତର
ଜଗତସିଂହପୁର: ରାମଲୀଳା ଚାଲିଥିବା ବେଳେ ଘଟିଗଲା ବଡ଼ ଧରଣର ଅଘଟଣ। ହନୁମାନଙ୍କ ଲଙ୍କାକାଣ୍ଡ ବେଳେ ଭାଙ୍ଗିଲା ନଡ଼ିଆ ଗଛ। ନଡ଼ିଆ ଗଛ ଭାଙ୍ଗି ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ…