BREAKING NEWSODISHATOP STORIES

ପୁଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର, ୧୭/୪(ଓଡିଶାଭାସ୍କର): ପୁଲିଂଙ୍ଗ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁରେ ଗଭୀର ଦୁଖଃ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଟୁଇଟର ପେଜରେ ଟୁଇଟ କରି ନବୀନ ସଂଯୁକ୍ତାଙ୍କ ମୃତ୍ୟୁରେ ଗଭୀର ଦୁଖଃ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *