ଭୁବନେଶ୍ୱର,୧୧।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୨୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୦୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୧୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 10th November
New Positives Cases: 1220
In Quarantine: 703
Local Contacts: 517(Details of local contacts will be shared by concerned District Administration)
District Wise Cases:
1. Angul: 58
2. Balasore: 21
3. Bargarh: 60
4. Bhadrak: 28
5. Balangir: 33— I & PR Department, Odisha (@IPR_Odisha) November 11, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୧୯, କଟକରୁ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 46
23. Nawarangpur: 14
24. Nayagarh: 20
25. Nuapada: 66
26. Puri: 60
27. Rayagada: 5
28. Sambalpur: 40
29. Sonepur: 13
30. Sundargarh: 119
31. State Pool: 21New recoveries: 1448
Cumulative tested: 5077119
Positive: 305000
Recovered: 291137
Active cases: 12341— I & PR Department, Odisha (@IPR_Odisha) November 11, 2020