fbpx
BSKY
BJD MC SKY
BJD YOUTH SKY

MECON Limited ପକ୍ଷରୁ ବାହାରିଲା ୧୬୧ଟି ପଦବୀ, ଅନଲାଇନରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମେକନ ଲିମିଟେଡ ପକ୍ଷରୁ ୧୬୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଡେପୁଟି ଇଞ୍ଜିନିୟର, ଏଗଜିକ୍ୟୁଟିଭ, ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ, ଜୁନିୟର ଇଞ୍ଜିନିୟର ଓ ଅନ୍ୟ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ ଆବେଦନର ଆରମ୍ଭ ଓ ଅନ୍ତିମ ତାରିଖ ପରେ ସୂଚିତ କରାଯିବ । ଜେନେରାଲ / ଓବିସି ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପିଡବ୍ଲ୍ୟୁଡି / ଏକ୍ସ-ସର୍ଭିସମେନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ସମସ୍ତ ପଦବୀ ପାଇଁ ସର୍ବାଧିକ ବୟସ ସୀମା ଅଲଗା ଅଲଗା ରହିଛି । ପ୍ରାର୍ଥୀ ପ୍ରାସଙ୍ଗିକ ଇଞ୍ଜିନିୟରିଂରେ ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-MECON-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.meconlimited.co.in/

Get real time updates directly on you device, subscribe now.