ଭୁବନେଶ୍ୱର,୨୨ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୨,୨୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1773 #COVID19 patients have recovered and are being discharged on 22.8.2020
254 from Khurdha
216 from Ganjam
147 from Cuttack
125 from Sambalpur
92 from Kandhamal
87 from Jajpur
80 from Mayurbhanj
77 from Rayagada
74 from Puri
72 from Malkangiri
69 from Koraput— H & FW Dept Odisha (@HFWOdisha) August 22, 2020
4 each from Nuapada & Sonepur
The total recovered cases of Odisha now stand at 52276
— H & FW Dept Odisha (@HFWOdisha) August 22, 2020
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୧୬, କଟକରୁ ୧୪୭,ସମ୍ବଲପୁରରୁ ୧୨୫, କନ୍ଧମାଳରୁୁ ୯୨, ଯାଜପୁରୁ ୮୭, ମୟୁରଭଞ୍ଜରୁ ୮୦, ରାୟଗଡାରୁ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।