ଭୁବନେଶ୍ୱର,୨୧।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୯୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୦, ୫୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Very happy to share that with the recovery of a record 1927 #COVID19 patients today, Odisha crosses the milestone of over 50,000 recovered cases!
246 from Khurdha
190 from Ganjam
151 from Nayagarh
146 from Rayagada
108 from Sundergarh
101 from Kandhamal
95 from Dhenkanal— H & FW Dept Odisha (@HFWOdisha) August 21, 2020
19 from Kendrapara
18 from Keonjhar
17 from Deogarh
13 from Jharsuguda
12 from Baragarh
8 from Boudh
6 from Sonepur
5 from AngulThe total recovered cases of Odisha now stand at 50,503.
— H & FW Dept Odisha (@HFWOdisha) August 21, 2020
ତେବେ ଆଜି ଖୋର୍ଧାରୁ ସର୍ବାଧିକ ୨୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୧୯୦, ରାୟଗଡରୁ ୧୪୬,ସୁନ୍ଦରଗଡରୁ ୧୦୮, ଯାଜପୁରୁ ୭୪ , କଟକରୁ ୭୮, କୋରାପୁଟରୁ ୮୬, ମୟୁରଭଞ୍ଜରୁ ୮୮, ରାୟଗଡାରୁ ୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।