fbpx
BSKY
BJD MC SKY
BJD YOUTH SKY

ମାଓ ହମଲାରେ ୨ ଆଇଟିବିପି ଯବାନ ସହିଦ

ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓ ହମଲା । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ହମଲା କଲେ ମାଓବାଦୀ । ମାଓବାଦୀଙ୍କ ଗୁଳି ମାଡ଼ରେ ୨ ଯବାନ ସହିଦ ସୂଚନା । ଯବାନଙ୍କ ଠାରୁ ବନ୍ଧୁକ, ଗୁଳିଗୋଳା ଛଡ଼ାଇ ନେଇଥିବା ସୂଚନା ।

Get real time updates directly on you device, subscribe now.