fbpx

ମାଓବାଦୀଙ୍କ ନୃଶଂସ କାଣ୍ଡ: ଛତିଶଗଡ଼ରେ ଗଳାକାଟି ୨ ଜଣକୁ ହତ୍ୟା

AAKASH

ଛତିଶଗଡ଼ ବିଜାପୁରରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା । ଗ୍ରାମବାସୀ ନୁହେଁ ନିଜ ୨ ସାଥୀଙ୍କୁ ଲାଲବାହିନୀ ହତ୍ୟା କରିଥିବା ନେଇ ବିଜାପୁର ଏସପି କମଳଲୋଚନ କଶ୍ୟପଙ୍କ ସୂଚନା । ମୃତ ଦୁଇଜଣ ଗ୍ରାମବାସୀ ନୁହେଁ, ମଲିସିଆ ସଦସ୍ୟ । ବୋଲି କହିଛନ୍ତି ଏସପି । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ମାଓବପାଦୀ, ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ମିଲିସିଆ କମାଣ୍ଡରଙ୍କୁ ହତ୍ୟା । ପୂର୍ବରୁ ମଧ୍ୟ ଜଣକୁ ହତ୍ୟା କରିଥିଲେ ମାଓବାଦୀ ।

Get real time updates directly on you device, subscribe now.