fbpx
BSKY SKY
BSKY SKY

ସହିଦ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ୨ଜଣ ଯବାନ ଓଡ଼ିଶାର, ଜାଣନ୍ତୁ କେଉଁ ଅଞ୍ଚଳର

BSKY

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ଲଦ୍ଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦନିକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଗତକାଲି ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରୁ ୨ଜଣ ଓଡ଼ିଶାର ହୋଇଥିବା ଜଣାପଡ଼ିଛି । ଦୁଇ ଜଣ ଯବାନ ହେଉଛନ୍ତି କନ୍ଧମାଳର ବାଇରାପାଙ୍ଗର ଚନ୍ଦ୍ରାକାନ୍ତ ପ୍ରଧାନ ଓ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।

Get real time updates directly on you device, subscribe now.