fbpx

ଅଗଷ୍ଟ ୧୨ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର,୧୦ ।୮(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ପାଠପଢା ସହ ଖାତାଦେଖାରେ ଅଧିକ ପ୍ରଭାବ ପଡୁଛି । କିନ୍ତୁ ଏହାି ମଧ୍ୟରେ ଖାତାଦେଖା ଜାରି ରହିଛି । ଅଗଷ୍ଟ ୧୨ ତାରିଖରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ୩୦ରେ +୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ ବାହାରିବ । ଏହା ସହ ଅଗଷ୍ଟ ତୃତୀୟ ସପ୍ତାହରରେ +୨ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅଗଷ୍ଟ ଶେଷ ସୁଦ୍ଧା +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.