fbpx
BSKY
BJD MC SKY
BJD MS SKY

ମାର୍ଚ୍ଚ ୨୫ରୁ ବଜେଟ୍ ଅଧିବେଶନ, ଜାଣନ୍ତୁ କେବେ ହେବ ଉପସ୍ଥାପନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ଏହାପରେ ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ବଜେଟ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ମାର୍ଚ୍ଚରେ ୩୦ରେ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଆଗତ ହେବ ।

 

Get real time updates directly on you device, subscribe now.