fbpx

ଆକ୍ସନ ମୋଡରେ ଅବକାରୀ ବିଭାଗ: ଭୁବନେଶ୍ୱରରେ ୩ ଡ୍ୟାନ୍ସ ବାର୍ ସିଲ୍

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର୍ ଉପରେ ଅତର୍କିତ ଚଢ଼ାଉ । ବେଆଇନ ଭାବରେ ଚାଲୁଥିବା ଡ୍ୟାନ୍ସ ବାର୍ ଉପରେ ରେଡ୍ । କଟକ ରୋଡ୍ ରେ ୩ଟି ଡ୍ୟାନ୍ସ ବାର୍ ସିଲ୍ । ବିନା ଅନୁମତିରେ ଚାଲିଥିବା ୩ଟି ଡ୍ୟାନ୍ସ ବାର୍ ସିଲ୍ । କଟକ ଫ୍ଲାଇଂ ସ୍କ୍ୱାଡ୍ ଓ ଭୁବନେଶ୍ୱର ଅବକାରୀ ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉ ପରେ ସିଲ୍ । ଆଉ ୨ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ୍ । ୧୦ ବାର୍ ଗାର୍ଲଙ୍କୁ ପଚରାଉଚରା କରି ଛାଡ଼ିଦିଆଯାଇଥିବା ସୂଚନା ।

Get real time updates directly on you device, subscribe now.