fbpx

ବାଣୀବିହାରର ୩ଟି ବିଭାଗ ସିଲ୍ 

AAKASH

ଭୁବନେଶ୍ୱର ,୬/୬(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ ହୋଇଛି। ଫିଲୋସଫି, ଇଂଲିଶ ଓ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏହିପରି ପଦକ୍ଷେପ ନିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ମଧ୍ୟ ବାରଣ କରାଯାଇଛି।

 

Get real time updates directly on you device, subscribe now.