fbpx

୩ ସରପଞ୍ଚଙ୍କୁ ୫-ଟି ଛାଟ

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ୩ ସରପଞ୍ଚଙ୍କୁ ୫-ଟି ଛାଟ ଲାଗିଛି । କେନ୍ଦୁଝର ହାଟଡିହି ବ୍ଲକ ସୁଲଣା ପଞ୍ଚାୟତର ସରପଞ୍ଚ ଅଲିଭା ପଲାଇକୁ ନିଲମ୍ବିତ କରାଯାଇଛି । ସେହିପରି ବରଗଡର କଳାପାଣି ସରପଞ୍ଚ କେ.ଭି.ରେଡ୍ଡିଙ୍କ ସମେତ ଭଦ୍ରକ ବେତଡା ସରପଞ୍ଚ ବିମ୍ବାଧର ଦାସଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏହି ୩ ସରପଞ୍ଚଙ୍କ ନାଁରେ ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ଅଭିଯୋଗ ଆସିଥିଲା । ଅଭିଯୋଗକୁ ଭିତ୍ତି କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର ।

Get real time updates directly on you device, subscribe now.