fbpx

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୭ ।୯: ଜମ୍ମୁ-କାଶ୍ମୀର ବଟମାଲୁ ଅଞ୍ଚଳରେ ଆଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନାଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଆତଙ୍କବାଦୀଙ୍କ ସହ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ଗୁଳି ବିନିମୟ ଜାରି ରହିଛି । ତେବେ ଏନକାଉଣ୍ଟର ସମୟରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.