fbpx

ଦିନକରେ ଦେଶରେ କରୋନାରେ ୩୮୫ ମୃତ

ନୂଆଦିଲ୍ଲୀ, ୮ା୧୨ (ଓଡିଶା ଭାସ୍କର): ଦେଶରେ କରୋନାରେ ଦିନକରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ଓ ସକ୍ରିୟ ଆକ୍ରାନ୍ତ ୩ ଲକ୍ଷ ୮୩ ହଜାର ୮୬୬ ରହିଛନ୍ତି । ଏହାଦ୍ୱାରା କରୋନୀ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୦ ହଜାର ୯୮୫ ଓ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩ ହଜାର ୭୭୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.