fbpx

କେନିଆରେ ନୂଆ ଆୟକରକୁ ନେଇ ବିଦ୍ରୋହ ୩୯ ମୃତ, ଭାରତୀୟ ନଗରୀଙ୍କୁ ଆଡଭାଇଜରୀ ଜାରି

Advertisement

ନୂଆଦିଲ୍ଲୀ: କେନିଆରେ ନୂତନ ଆୟକରକୁ ବିରୋଧ । ଏହାକୁ ବିରୋଧ ଫଳରେ ସେଠାରେ ତୀବ୍ର ବିଦ୍ରୋହର କଳହଳ ଦେଖିବାକପ ମିଳିଥିଲା । ସରକାରୀ ବିଦ୍ରୋହ ନାରାବାଜି ହେତୁ ୩୯ ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୩୬୦ ଜଣ ଗୁରୁତର ହୋଇଛନ୍ତି । ଏଥିସହ ୬୨୭ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି । ସେହିପରି କେନିଆରେ ଥିବା ଭାରତୀୟ ନାଗରୀଙ୍କ ପାଇଁ ମଧ୍ୟ ଭାରତ ଆଡଭାଇଜରୀ ଜାରି କରିଛି ।

Get real time updates directly on you device, subscribe now.