fbpx

ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ବର, ୨୫/୯(ଓଡିଶା ଭାସ୍କର):  ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଡଗଡ ପୋଲିସ । ୪୫ ହଜାର ଟଙ୍କାରେ ବନ୍ଧୁକ କିଣୁଥିଲେ ଅଭିଯୁକ୍ତ । ଏହାସହ ଚୋରା ବନ୍ଧୁକ ବିକୁଥିବା ବ୍ୟବସାୟୀ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ କରିବା ସମୟରେ ୯ ଏମଏମ ପିସ୍ତଲ, ୪ରାଉଣ୍ଡ ଗୁଳି ସହ ସ୍କର୍ପିଓ ମଧ୍ୟ ଜବତ ହୋଇଛି।

Get real time updates directly on you device, subscribe now.