ରାଜ୍ୟରେ ଖୋଲିବ ୪୫ଟି ନୂଆ କୋର୍ଟ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ନୂଆ କୋର୍ଟ ଖୋଲାଯିବ । ଏଥିରୁ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ୨୪ଟି ପକସୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଏହା ସହ ପ୍ରତାପ କହିଛନ୍ତି ଯେ, ‘ହାଇକୋର୍ଟରେ ବର୍ତ୍ତମାନ ୧୪ ବିଚାରପତି ପଦବୀ ଖାଲି ପଡିଛି । ତୁରନ୍ତ ଦାବି ପୂରଣ କରାଯାଇ ଲୋକଙ୍କୁ ନ୍ୟାୟ ମିଳିବା ଚାହୁଁଛୁ ।’

Get real time updates directly on you device, subscribe now.