fbpx

୩ଟା ସୁଦ୍ଧା ୪୭.୧୫ % ମତଦାନ

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ଦୁଇଟି ଯାକ ଆସନରେ ୪୭.୧୫ ପ୍ରତିଶତ ମତଦାନ ହୋଇଛି ।ବାଲେଶ୍ବରରେ ୩ଟା ସୁଦ୍ଧା ୫୪.୮୫% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୩ଟା ସୁଦ୍ଧା ୩୯.୬୮% ମତଦାନ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି । ତେବେ ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ ।

Get real time updates directly on you device, subscribe now.