fbpx

ଆଜିଠୁ ପୁଣି ୪୮ ଘଂଟିଆ ସଟଡାଉନ୍

ଭୁବନେଶ୍ୱର, ୧୩/୬(ଓଡ଼ିଶା ଭାସ୍କର):
ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ  ଜରୁରୀକାଳୀନ ସେବା ଜାରି ରହିବ। ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓ ସଂକ୍ରମଣ ରୋକିବା ପାଇଁ  ସପ୍ତାହ ଶେଷରେ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସରକାର କଟକଣା ଲଗାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ରଜ ପାଇଁଁ ନାଇଟ କର୍ଫ୍ୟୁ  କୋହଳ କରାଯାଇଥିଲା। ସନ୍ଧ୍ୟା ୭ଟା ପରିବର୍ତ୍ତେ ୧୦ ଟାରେ କର୍ଫ୍ୟୁ ଲାଗିଥିଲା।

Get real time updates directly on you device, subscribe now.