fbpx

ଆସିଲା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୫ଆକ୍ରାନ୍ତଙ୍କ ମଧ୍ୟରେ ୨ମହିଳା, ୨ଜଣ ପୁରୁଷ ଥିବା ବେଳେ ଜଣେ ନାବଳକ ରହିଛି । ସବୁ ଆକ୍ରାନ୍ତଙ୍କ ବୟସ ପ୍ରାୟ ୧୨ରୁ ୩୮ବର୍ଷ ବୟସ ବୋଲି ଜଣାପଡ଼ିଛି । ଦୁଇ ମହିଳାଙ୍କ ବୟସ ୩୪ବର୍ଷ । ଜଣେ ନାବାଳକର ବୟସ ୧୨, ଅନ୍ୟ ଦୁଇଜଣଙ୍କର ୨୬ ଓ ୩୮ ବର୍ଷ ବୟସ ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.