fbpx
BSKY
BJD MC SKY
BJD YOUTH SKY

ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮ ପ୍ରତିଶତ ମତଦାନ‌

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ଦୁଇଟି ଯାକ ଆସନରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ ହୋଇଛି । ହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ରହିଛି। ଉଲ୍ଲେଖନୀୟ ହେଲା ବାଲେଶ୍ୱର ଓ ତିର୍ତ୍ତୋଲରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ଆଖିଦୃଶିଆ ଭାବେ ବୃଦ୍ଧିପାଇଛି । ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି ।

Get real time updates directly on you device, subscribe now.