fbpx

ପ୍ରବଳ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୭ ସହର

Advertisement

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହାରି ମଧ୍ୟରେ ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ରହିଛଇ । ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ହୋଇଛି ରାଜ୍ୟର ଶୀତଳ ସହର । ଏହାସହ ସୁନ୍ଦରଗଡରେ ୮, ଭବାନୀପାଟଣାରେ ୯, ଝାରସୁଗୁଡାରେ ୯.୪, ବୌଦ୍ଧରେ ୯.୫, କୋରାପୁଟରେ ୯.୬ ଓ ବଲାଙ୍ଗୀରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରୀ ୪ ଦିନ ଶୀତ ଲହରୀ ଜାରି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.