fbpx

ରଥଯାତ୍ରା ପାଇଁ ୭୫ପ୍ଲାଟୁନ ପୋଲିସ: ପୁରୀ ଏସପି

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ନେଇ ପୁରୀ ଏସପି ଉମା ଶଙ୍କର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ରଥ ପାଇଁ ୭୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସହରର ସମସ୍ତ ପ୍ରବେଶ ପଥ, ଗଳି କନ୍ଦି ସିଲ କରାଯାଇ ରଥଯାତ୍ରା କରାଯିବ । ଏନେଇ ସହଯୋଗ କରିବାକୁ ଲୋକଙ୍କୁ ଏସପି ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.