fbpx

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ୱରର ୩ ଓ ଗଞ୍ଜାମର ୭

ଭୁବନେଶ୍ୱର,୭/୫: ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ରାଜଧାନୀ ଭୁବନେଶ୍ୱରେ ୩ ଓ ଗଂଜାମର ୭ ଆକ୍ରାନ୍ତ । ଭୁବନେଶ୍ୱର ୩ ଆକ୍ରାନ୍ତ ଯଥାକ୍ରମେ ମଂଚେଶ୍ୱର(୩୬ବର୍ଷ),ଭି.ଏସ.ଏସନଗର(୩୪ବର୍ଷ) ଓ ସୂର୍ଯ୍ୟନଗର (୬୭ବର୍ଷ) ସମସ୍ତେ ପୁରୁଷ ।ସେହିପରି ଗଂଜାମର ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୩,୪୮,୨୫,୨୯,୩୯,୨୫ ଓ ୬୦ ବର୍ଷ ।ସବୁ ଆକ୍ରାନ୍ତ ପୁରଷ ।

Get real time updates directly on you device, subscribe now.