fbpx

ପଶ୍ଚିମବଙ୍ଗ ଓ କେରଳରେ ଏନଆଇଏ ରେଡ଼ରେ ୯ ଆତଙ୍କବାଦୀ ଗିରଫ

କେରଳ, ୧୯ା୯: ପଶ୍ଚିମବଙ୍ଗ ଓ କେରଳରେ ଆଜି ଏନଆଇଏ ପକ୍ଷରୁ ଚଢ଼ାଉ ହୋଇଥିଲା । ମୁର୍ସିଦାବାଦ ଓ ଏର୍ଣ୍ଣାକୁଲମରେ ଏନଆଇଏ ରେଡ଼ରେ ୯ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ୯ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ଆତଙ୍କବାଦୀ ଓ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାରେ ଆତଙ୍କବାଦୀ ଥିଲେ ।

 

Get real time updates directly on you device, subscribe now.