fbpx

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇଲା ଭାରତ

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ । ଢାକାରେ ଅନୁଷ୍ଠିତ ମ୍ୟାଚରେ ହରାଇଲା ଭାରତ । ହରମନପ୍ରୀତ ୨ଟି ଓ ଆକାଶଦୀପ ଗୋଟିଲ ଗୋଲ୍ ସ୍କୋର କରିଛନ୍ତି । ୩ଟି ମ୍ୟାଚରୁ ୨ଟି ବିଜୟ, ଗୋଟିଲ ଡ୍ର ସହ ଟେବୁଲ ଶୀର୍ଷରେ ରହିଛି ଭାରତ ।

Get real time updates directly on you device, subscribe now.