fbpx

ବିଲେଇକୁ ଘାରିଛି ମୋଟାପଣ ଚିନ୍ତା, ଦେଖନ୍ତୁ କରୁଛି କେମିତି କସରତ; ଭିଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଜୀବଜନ୍ତୁଙ୍କର ମଜାଦାର୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଯାହା ଆମକୁ ଖୁବ୍ ମନୋରଞ୍ଜନ ଦେଇଥାଏ । ଆଉ ଭଲ ଲାଗିଲେ ସୋସିଆଲ ମିଡିଆରେ ଥିବା ବନ୍ଧୁଙ୍କ ମେଳରେ ତାକୁ ସେୟାର୍ କରିଥାଉ । ଏହି କ୍ରମରେ ବିଲେଇ ହେଉଛି ପ୍ରାୟତଃ ସମସ୍ତଙ୍କର ଖୁବ୍ ପ୍ରିୟ ପଶୁ । କଥାରେ କୁହାଯାଏ ବିଲେଇ ଖୁବ୍ ସୁକୁମାରୀ ହୋଇଥାଏ । ତେବେ କିଛି ଦିନ ହେବ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଗୋଟିଏ ବିଲେଇ ଜିମ୍ ରେ କସରତ କରୁଥିବା ନଜର ଆସିଛି । ଦେଖନ୍ତୁ ଭିଡିଓଟିକୁ

Get real time updates directly on you device, subscribe now.