fbpx

ପୂରୀରୁ ଚିହ୍ନଟ ହେଲେ ୩ ଓମିକ୍ରନ, ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୂରୀ(ଓଡ଼ିଶା ଭାସ୍କର): ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ୧୧ ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କର।।ଯାଇଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ହୋଟେଲ ସଂଲଗ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସଂପୃକ୍ତ ହୋଟେଲରୁ ତିନି ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ହୋଟେଲର ଜଣେ କର୍ମଚାରୀ ଓ ଦୁଇଜଣ ପର୍ଯ୍ୟଟକ ଓମିକ୍ରନ ପଜିଟିଭଜ ଚିହ୍ନଟ ହୋଇଛନ୍ତି । ତେବେ ସମ୍ପୃକ୍ତ ଅଞ୍ଚଳକୁ ଯାତାୟାତ ଠପ୍ କରାଯାଇଛି ।

Get real time updates directly on you device, subscribe now.