fbpx

ଜଣେ ଫ୍ୟାନ୍ ମୋର ଏହି ଜାଗାକୁ ଦାନ୍ତରେ କାମୁଡ଼ି ଦେଇଥିଲା, ତେଣୁ ମୁଁ ବାଧ୍ୟ ହୋଇ ବଡିଗାର୍ଡ ରଖିଥିଲି: ପର୍ଣ୍ଣ ଷ୍ଟାର

ନୂଆଦିଲ୍ଲୀ: ସାଧାରଣତଃ ସେଲିବ୍ରେଟିମାନଙ୍କ ସହ ଅନେକ ସମୟରେ ସୁଟିଂ ସେଟରେ ହେଉ ବା ଜନମାନସରେ ହେଉ ଅନେକ ଅପ୍ରତ୍ୟାଶିତ ଘଟଣା ମାନ ଘଟିଥାଏ । ତେଣୁ ସେମାନେ ବାହାରକୁ ବାହାରିବା ସମୟରେ କଡ଼ା ସୁରକ୍ଷା ବଳରେ ଯାଇଥାନ୍ତି । ଏପରି ଏକ ଘଟଣା ଘଟିଥିଲା ଜଣେ ପର୍ଣ୍ଣ ଷ୍ଟାରଙ୍କ ସହ । ତେଣୁ ବାଧ୍ୟ ଉକ୍ତ ଷ୍ଟାର ଜଣଙ୍କ ବନ୍ଧୁକଧାରୀ ବଡିଗାର୍ଡଙ୍କୁ ନିଯୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ଏନେଇ ଉକ୍ତ ଅଭିନେତ୍ରୀ ଜଣଙ୍କ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।

୪୯ ବର୍ଷୀୟ ଲିସା ପର୍ଣ୍ଣ ଜଗତରୁ ଗତ ୧୯୯୭ରେ ସନ୍ନ୍ୟାସ ନେଇସାରିଥିଲେ । ମାତ୍ର ପରେ ୨୦୦୮ରେ ସେ ପୁନର୍ବାର ଇଣ୍ଡଷ୍ଟ୍ରିକୁ ଫେରିଥିଲେ ଓ ତାଙ୍କର କ୍ୟାରିୟର ମଧ୍ୟ ସଫଳ ଭାବେ ଗତି କରୁଥିଲା । ତେବେ ଏହି ସମୟରେ ଲିସା ‘ଡ୍ୟୁଡସ୍ ଡୁ ବେଟର’ ନାମକ ଏକ ପଡକାଷ୍ଟ ଆରମ୍ଭ କରିଥିଲେ । ସେଥିରେ ସେ ପର୍ଣ୍ଣ ମଡେଲଙ୍କର ଅଭିଜ୍ଞତା ବିଷୟରେ ଉପସ୍ଥାପନ କରୁଥିଲେ । ଥରେ ଏକ ଏପିସୋଡରେ ସେ ଜଣେ କ୍ରେଜୀ ଫ୍ୟାନଙ୍କ ବିଷୟରେ କହିଥିଲେ । ଜଣେ ଫ୍ୟାନ ତାଙ୍କ ପଛରେ ଏତେ ପାଗଳ ହୋଇଯାଇଥିଲା ଯେ, ପାଦକୁ ଦନ୍ତାରେ କାମୁଡ଼ି ଦେଇଥିଲା । କେବଳ ସେତିକି ନୁହେଁ, କାମୁଡ଼ା ଖଣ୍ଡକୁ ଫ୍ୟାନ ଜଣଙ୍କ ନିଜ ପାଖରେ ରଖିଥିଲା ବୋଲି ଲିସା କହିଥିଲେ । ଏହି ଘଟଣା ପରେ ଲିସା ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ତେଣୁ ଭବିଷ୍ୟତରେ ଯେପରି ଆଉ କୌଣସି ଫ୍ୟାନ ତାଙ୍କର କିଛି ଅନିଷ୍ଟ ନକରେ, ସେଥିପାଇଁ ସେ ବନ୍ଧୁକଧାରୀ ବଡିଗାର୍ଡଙ୍କୁ ନିଯୁକ୍ତ କରିଥିଲେ ।

Get real time updates directly on you device, subscribe now.