fbpx

ମିଳିଲେ ଉତ୍ତମ: ରୋଗରେ ପୀଡ଼ିତ ଥିବା ଜାଣି ଘରୁ ଚାଲିଯାଇଥିଲେ

ଜଳେଶ୍ୱର ଥାନା ସରିସା ଗ୍ରାମରୁ ନିଖୋଜ ଥିବା ଉତ୍ତମ ପଣ୍ଡାଙ୍କୁ ନୂଆଦିଲ୍ଲୀ ପୋଲିସ୍ ଉତ୍ତର ପ୍ରଦେଶ ଆଗ୍ରାରୁ ଉଦ୍ଧାର କରିଛି । ଉତ୍ତମ ଗତ ୨୩ ତାରିଖରେ ନିଜ ରୋଗ ବାବଦରେ ଜାଣିବା ପରେ ଏକ ଚିଠି ଲେଖି କେଉଁଆଡେ ଚାଲିଯାଇଥିଲେ । ପରେ ତାଙ୍କର ମାନସିକ ବିକୃତି ଥିବା ଜଣାପଡ଼ିଥିଲା । ତାଙ୍କ ପରିବାର ଲୋକ ପୁଅର ନିଖୋଜ ସମ୍ପର୍କରେ ନାମୋ ଫାଣ୍ଡିରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ନିଖୋଜ ମାମଲା ରୁଜୁ କରିଥିଲା । ତେବେ ତାଙ୍କର ସୂଚନା ମିଳିବା ପରେ ଆଗ୍ରାକୁ ଆଣିବାକୁ ତାଙ୍କ ସଂପର୍କୀୟ ଭାଇ ଏବଂ ଶ୍ୱଶୁର ଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.