fbpx

ଭିଜିଲାନ୍ସ ଜାଲରେ ନରସିଂହପୁର IIC

ନରସିଂହପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗରଡିଆ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଏକ ମାମଲାର ରଫାଦଫା କରିବାକୁ ଯାଇ ଆଇଆଇସି ଏହି ଲାଞ୍ଚ ନେଉଥିଲେ । ୧୫ ଜଣିଆ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି । ବର୍ତ୍ତମାନ ଆଇଆଇସିଙ୍କ ଥାନା ଅଫିସ୍, କ୍ୱାଟର୍ ଓ ଯୁଯୁମରା ଘରେ ଭିଜିଲାନ୍ସ ରେଡ୍ କରିଛି ।

Get real time updates directly on you device, subscribe now.