fbpx

ଦେଶରେ ଦିନକରେ କୋଭିଡ୍ ଯୋଗୁଁ ପ୍ରାଣ ହରାଇଲେ ୧୨୧୭ ଆକ୍ରାନ୍ତ, ଚିହ୍ନଟ ହୋଇଛନ୍ତି ଏତିକି ସଂଖ୍ୟକ

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ଲକ୍ଷେ ତଳେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୭୧ ହଜାର ୩୬୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର୍ ୪.୫୪ ପ୍ରତିଶତକୁ କମିଲା । ସେହିପରି ଦିନକରେ କୋଭିଡ୍ ଜନିତ ମୃତ୍ୟୁ ହୋଇଛି ୧୨୧୭ ସଂଖ୍ୟକ । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫ ହଜାର ୨୭୯କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍ କେସ୍ ୮,୯୨,୮୨୮ ହୋଇଛି ଏବଂ ସୁସ୍ଥ ହୋଇଛନ୍ତି ୪,୧୦,୧୨,୮୬୯ ଜଣ ସଂକ୍ରମିତ ।

Get real time updates directly on you device, subscribe now.