fbpx

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ(ଓଡ଼ିଶା ଭାସ୍କର): ସୁନାବେଢ଼ା ପୌରପରିଷଦର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରାଯାଇଛି । ବ୍ରହ୍ମପୁର, ସୁନାବେଢ଼ା, ଗଜପତି, ଭୁବନେଶ୍ୱରରେ ଚାଲିଛି ରେଡ୍ ।

Get real time updates directly on you device, subscribe now.