fbpx

ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ ହେଲା ଓଡ଼ିଶା ବସ୍: ୪୭ ଦାଦନ ଶ୍ରମିକ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ଏକ ବସ୍ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୪୭ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ୫ ନମ୍ବର ଜାତୀୟ ରାଜପଥ ରଣସରନ୍ ନିକଟରେ ଏକ ଟ୍ରକକୁ ବସଟି ଧକ୍କା ଦେଇଥିବା ଜଣାପଡ଼ିଛି । ଓଡ଼ିଶାରୁ ଦାଦନ ଶ୍ରମିକଙ୍କୁ ନେଇ ବସଟି କେରଳ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.