ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନ ପରିଷଦ ଗଠନ ପ୍ରସଙ୍ଗ ନେଇ କେନ୍ଦ୍ର ପକ୍ଷରୁ ଚିଠି ଆସିଛି । ବିଧାନ ପରିଷଦ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ଚିଠିକୁ ବିଧାନସଭାରୁ ସଂସଦୀୟ ବ୍ୟାପାର ବିଭାଗକୁ ଚିଠି ପଠାଯାଇଛି । ବିଧାନ ପରିଷଦ ଗଠନ ନେଇ କଣ ପ୍ରକିୟା ରହିବ ଚିଠିରେ ତାହା ଉଲ୍ଲେଖ ରହିଛି ।