fbpx

ବରୋଦା ବ୍ୟାଙ୍କରେ ନିଯୁକ୍ତି: ଏହି ପଦ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ, ଜାଣନ୍ତୁ ଉପାୟ

ବରୋଦା ୟୁପି ବ୍ୟାଙ୍କ ତରଫରୁ ନୂଆ ପ୍ରାର୍ଥୀଙ୍କ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଖାଲି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରି ପାରିବେ ଇଚ୍ଛକ ପ୍ରାର୍ଥୀ । ମାର୍ଚ୍ଚ ୫ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆସନ୍ତା ୧୫ ତାରିଖ ମଧ୍ୟରେ ବରୋଦା ୟୁପି ବ୍ୟାଙ୍କର ଅଫିସିଆଲ ୱେବସାଇଟ barodaupbank.in ରେ ଆବେଦନ କରିପାରିବେ ପ୍ରାର୍ଥୀ । ତେବେ ଏହି ବିଜ୍ଞପ୍ତି ଦ୍ୱାରା ମୋଟ ୨୫୦ ପଦବୀ ପୂରଣ ହୋଇପାରିବ ।

ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ନିର୍ଦ୍ଧାରି ସମୟସୀମା ଭିତରେ ଆବେଦନ କରି ପାରିବେ । ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ ହୋଇଥିବା ଆବଶ୍ୟକ । କୌଣସି ମାନ୍ୟତା ପ୍ରାପ୍ତ କଲେଜରୁ ସ୍ନାତକଦାରୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରି ପାରିବେ । ତେବେ ପ୍ରାର୍ଥୀମାନଙ୍କ ବୟସସୀମା ୧୮ରୁ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.