fbpx

ପାଣିକୁ ଡେଇଁ ଗୁଣ୍ଡୁଚିର ଜୀବନ ବଞ୍ଚାଇଲା କୁକୁର, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀ ମାନଙ୍କ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ଏକ ଖୁବ୍ ସୁନ୍ଦର ଭିଡିଓଟି ଏବେ ଲୋକଙ୍କ ମନ କିଣୁଛି । କୁହାଯାଏ କୁକୁର ହେଉଛି ଏକ ବିଶ୍ୱସ୍ତ ପଶୁ । ଆଉ ଏହାର ପ୍ରମାଣ ସେ ଦେଖାଇଛି ମଧ୍ୟ । ଭାଇରାଲ୍ ହେଉଥିବା ଭିଡିଓରେ କୁକୁରଟି ପାଣିକୁ ଡେଇଁ ଏକ ଗୁଣ୍ଡୁଚି ମୂଷାର ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.