fbpx

ନିଶା ମାଫିଆର ୨ କୋଟି ଟଙ୍କା ସମ୍ପତ୍ତି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଶା ମାଫିଆର ୨ କୋଟିର ସମ୍ପତ୍ତି ଜବତ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । କୁଖ୍ୟାତ ନିଶା ବ୍ୟବସାୟୀ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ କରିଛି ଏସଟିଏଫ୍ । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର, ୩୩ଟି ପ୍ଲଟ୍, ବ୍ୟାଙ୍କ୍ ଡିପୋଜିଟ୍ ରହିଛି । ଖାଲି ସେତିକି ନୁହେଁ ଗୁଜୁରାଟ ଓ ମହାରାଷ୍ଟ୍ରରେ ମଧ୍ୟ ସମ୍ପତ୍ତି ଥିବା ଜଣାପଡ଼ିଛି । ଏନଡିପିଏସ୍ କୋଲକାତା କମ୍ପିଟେଣ୍ଟ୍ ଅଧିକାରୀଙ୍କ ବ୍ୟାଜ୍ୟାପ୍ତି ପାଇଁ ଚିଠି କରାଯାଇଛି ।

Get real time updates directly on you device, subscribe now.