fbpx

ମନି ଲଣ୍ଡରିଂ ମାମଲା: ୧୪ ଦିନ ନ୍ୟାୟିକ ହେପାଜତରେ ଗଲେ ନୱାବ ମଲିକ

ନୂଆଦିଲ୍ଲୀ: ଦାଉଦ୍ ଇବ୍ରାହିମ୍ ମନ ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ୍ ମଲିକଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୩ ତାରିଖ ଦିନ ଇଡି ଦ୍ୱାରା ନୱାବ ମଲିକଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

 

Get real time updates directly on you device, subscribe now.