fbpx

ଯୁଦ୍ଧ ମଝିରେ ପ୍ରେମ ବର୍ଷା, ପ୍ରେମିକାକୁ ଚେକ୍ ପଏଣ୍ଟରେ ପ୍ରପୋଜ୍ କଲେ ଯବାନ; ଦେଖନ୍ତୁ କ୍ୟୁଟ୍ ଭିଡିଓ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ନିଜର ସୈନ୍ୟଙ୍କୁ ଫେରାଇ ନେବାର ନାଁ ଧରୁନାହିଁ । ଏହା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଚାଲି ଯାଉଛନ୍ତି । ଯୁଦ୍ଧର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ସ୍ଥିତି ଏବେ ସେଠାରେ ଭୟଙ୍କର ରହିଛି । ଆଗକୁ କେଉଁ ଭଳି ସ୍ଥିତି ଉପୁଜିବ ତା କହିବା କାଠିକର ପାଠ । ତେବେ ଏହା ମଧ୍ୟରେ ୟୁକ୍ରେନରୁ ଏକ ଭିଡିଓ ସାମନାକୁ ଆସିଛି, ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ । ଏକ ଚେକ୍ ପଏଣ୍ଟରେ ଜଣେ ଯବାନ ନିଜ ପ୍ରେମିକାକୁ ମୁଦି ଓ ଫୁଲତୋଡା ଦେଇ ପ୍ରେମ ନିବେଦନ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.