(Video)ଯୌନ ସୁଖ ପାଇଁ କାମୁକ ପ୍ରିନ୍ସିପାଲ୍ ସାରଙ୍କର ଅଶ୍ଳୀଳ ଅନୁରୋଧ, ଭାଇରାଲ୍ ହେଉଛି ସେକ୍ସ ଚାଟ୍

କଳାହାଣ୍ଡି(ଓଡ଼ିଶା ଭାସ୍କର): “ମୋତେ ତୋ ସହ କେବଳ ଥରେ ସେକ୍ସ କରିବାର ଅଛି, ଆଉ ସେଥିପାଇଁ ତୋ ଶରୀର ସେତିକି ସକ୍ଷମ ହେଲାଣି ତ? ମୋ କଥା ନ ମାନିଲେ ତୋ ଫଟୋ ସବୁ ଏଡିଟ୍ କରି ଭାଇରାଲ୍ କରିଦେବି” । ସ୍କୁଲ୍ ର ଏକ ନବମ ଶ୍ରେଣୀ ଛାତ୍ରଙ୍କୁ ଏପରି କିଛି ଅଶ୍ଳୀଳ ମେସେଜ୍ କରିଛନ୍ତି ପ୍ରିନ୍ସିପାଲ୍ ସାର୍ । ଆଉ କିଛି ଏପରି ମେସେଜ୍ ରହିଛି ଯାହା ଆପଣ ମାନଙ୍କୁ କହି ହେବ ନାହିଁ । ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ରହିଛନ୍ତି ଏହି ପ୍ରିନ୍ସିପାଲ୍ ସାର୍ । ଛାତ୍ରୀଙ୍କୁ ହ୍ୱାଟସଆପ୍ ରେ କରିଥିବା ସେକ୍ସ ଚାଟ୍ ଏବେ ନିଆଁ ଭଳି ଫୋନ୍ କୁ ଫୋନ୍ ଭାଇରାଲ୍ ହେବାରେ ଲାଗିଛି । ଶିକ୍ଷକଙ୍କ ଏଭଳି ଅସଦାଚରଣ ପରେ ଭବାନୀପାଟଣା ଟାଉନ୍ ଥାନାରେ ଅଭିଯୋଗ ପରେ ଅଟକ ଅଛନ୍ତି ଏହି କାମୁକ ପ୍ରିନ୍ସିପାଲ୍ । ଦେଖନ୍ତୁ ଚାଟ୍ ରେ କଣ ଲେଖିଛନ୍ତି ଏହି କାମୁକ ପ୍ରିନ୍ସପାଲ୍ ଏହି ଭିଡିଓ ମାଧ୍ୟମରେ…..