fbpx

କୋଟିଆ ମାମଲାରେ ଆନ୍ଧ୍ରର ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ: ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ହୋଇଥିଲା ଅପିଲ

ଭୁବନେଶ୍ୱର: କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

କୋଟିଆରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପାଇଁ ଅପିଲ କରାଯାଇଥିଲା । କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ମଧ ଅପିଲ କରାଯାଇଥିଲା । ଆନ୍ଧ୍ରର ପିଟିସନକୁ କଡ଼ା ଜବାବ ଦେଇଥିଲେ ଓଡ଼ିଶା ପକ୍ଷରୁ ଓକିଲ ଏବଂ ଓଡ଼ିଶା ସଫଳତାର ସହ କୋଟିଆରେ ନିର୍ବାଚନ କରାଇଥିବା ନେଇ ସୁପ୍ରମକୋର୍ଟଙ୍କୁ ଅବଗତ କରାଇଥିଲେ । ଉଭୟ ପକ୍ଷକୁ ଶୁଣିବା ପରେ ଆନ୍ଧ୍ର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

 

Get real time updates directly on you device, subscribe now.